ରାଜଧାନୀର କରୋନା ସ୍ଥିତି ସମୀକ୍ଷା କଲେ ପର୍ଯ୍ୟବେକ୍ଷକ: ଆଲୋଚନାରେ କ’ଣ ହେଲା କହିଲେନି

ଭୁବନେଶ୍ୱର : ରାଜଧାନୀରେ ଏବେ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାଖାପାଖି ରହୁଛି। ଏବେବି ରାଜଧାନୀରେ ୬୪୬ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୯୯ ଜଣଙ୍କର ମୃତ୍ୟୁ ହେଲାଣି। ଆଗକୁ ଦ୍ବିତୀୟ ଲହରି ଆସିବାର ସମ୍ଭାବନା ଅଛି। ଏପରି ସ୍ଥିତିରେ ଭୁବନେଶ୍ବରର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଭୁବନେଶ୍ବର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। କୋଭିଡ୍‌ ପର୍ଯ୍ୟବେକ୍ଷକ ବିଏମ୍‌ସିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବୈଠକ … Continue reading ରାଜଧାନୀର କରୋନା ସ୍ଥିତି ସମୀକ୍ଷା କଲେ ପର୍ଯ୍ୟବେକ୍ଷକ: ଆଲୋଚନାରେ କ’ଣ ହେଲା କହିଲେନି